" ଜଣେ ପାଠକ ମୃତ୍ୟୁ ପୂର୍ବରୁ ଏକ ହଜାର ଜୀବନକୁ ଜୀଇଁ ସାରିଥାଏ । କିନ୍ତୁ ଯେଉଁ ମଣିଷ ପଢ଼େ ନାହିଁ ସେ କେବଳ ଗୋଟିଏ ଜୀବନ ହିଁ ଜୀଇଁ ପାରିଥାଏ । " - ଜର୍ଜ ଆର ଆର ମାର୍ଟିନ
ଯଦି କୌଣସି ବ୍ୟକ୍ତିକୁ ସମାଜ ଆଉ ରାଷ୍ଟ୍ର ନିର୍ମାଣରେ ଭାଗ ନେବାର ଥାଏ । ତା ହେଲେ ପଢ଼ିବାର ଆବଶ୍ୟକତା ଅଛି । କାହିଁକି ନା ପାଠକ ମାନଙ୍କର ଏକ ସୁବିଶାଳ ଗୋଷ୍ଠୀ ହିଁ ଏକ ମଜବୁତ ରାଷ୍ଟ୍ର ନିର୍ମାଣର ମୂଳ ପୁଞ୍ଜି । ତେଣୁ ଷ୍ଟୋରିମିରର ଉତ୍ତମ ସାହିତ୍ୟକୁ ପ୍ରୋତ୍ସାହନ ଦେବା ସହ ଏକ ମଜବୁତ ରାଷ୍ଟ୍ର ନିର୍ମାଣ ଦିଗରେ ଗୁଣାତ୍ମକ ବିଷୟ ସବୁକୁ ସମସ୍ତଙ୍କ ପାଇଁ ପଢ଼ିବାର ସୁଯୋଗ ସୃଷ୍ଟି କରିବାର ଅଭିପ୍ରାୟରେ ଏକ କ୍ଷୁଦ୍ର ପଦକ୍ଷେପ ଗ୍ରହଣ କରିଛି ।
ପ୍ରତିଦିନ ଷ୍ଟୋରିମିରର " ରିଡର ଅଫ ଦି ଡେ " ( Reader of the day ) ଘୋଷଣା କରିବ । କିଏ ଅଛନ୍ତି କି ? ଯିଏ ନିଜେ ପଢିବା ସହ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସାଜି ପାରିବେ ।
ନିମ୍ନଲିଖିତ ମାନକୁ ଆଧାର କରି " ରିଡର ଅଫ ଦି ଡେ " ଚୟନ କରାଯିବ :
" ରିଡର ଅଫ ଦି ଡେ " ନିମନ୍ତେ ପୁରସ୍କାର :
ଏହାକୁ ( https://shop.storymirror.com/ ) ରେ ବ୍ୟବହାର କରି ଆପଣ ରିଡିମ କରିପାରିବେ ।
ଯୋଗାଯୋଗ କରନ୍ତୁ -marketing@storymirror.com / 022-49240082 / 022-4924388
ଶୁଭ ପଠନ...