Author ନିରଞ୍ଜନ ନାୟକ

Author ନିରଞ୍ଜନ ନାୟକ


About Book

  • Title : Penga Paraja...Book
  • Language : odia
  • Genre : inspirational

ଓଡ଼ିଶା ବିରଳ ଜନଜାତି ହେଉଛନ୍ତି ପେଙ୍ଗ ପରଜା। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ପେଙ୍ଗ ପରଜା ଜନଜାତି ବସବାସ କରନ୍ତି। ଏମାନଙ୍କ ପରମ୍ପରା ଓ ଲୋକ ସଂସ୍କୃତି ନିଆରା। ବହୁ ଗବେଷଣା ପରେ ବହି ରୂପେ ଉପସ୍ଥାପନ ହୋଇଛି ପେଙ୍ଗ ଜନଜାତିଙ୍କ ସଂସ୍କୃତି ଓ ଭାଷା ପରମ୍ପରା। ବିଶ୍ବବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ବେଶ ଫଳପ୍ରଦ ହୋଇଛି ପେଙ୍ଗ ପରଜା ପୁସ୍ତକ।




View All Nominees