" ଜଣେ ପାଠକ ମୃତ୍ୟୁ ପୂର୍ବରୁ ଏକ ହଜାର ଜୀବନକୁ ଜୀଇଁ ସାରିଥାଏ ।
 କିନ୍ତୁ ଯେଉଁ ମଣିଷ ପଢ଼େ ନାହିଁ ସେ କେବଳ ଗୋଟିଏ ଜୀବନ ହିଁ ଜୀଇଁ ପାରିଥାଏ । " - ଜର୍ଜ ଆର ଆର ମାର୍ଟିନ

 

ଯଦି କୌଣସି ବ୍ୟକ୍ତିକୁ ସମାଜ ଆଉ ରାଷ୍ଟ୍ର ନିର୍ମାଣରେ ଭାଗ ନେବାର ଥାଏ । ତା ହେଲେ ପଢ଼ିବାର ଆବଶ୍ୟକତା ଅଛି । କାହିଁକି ନା ପାଠକ ମାନଙ୍କର ଏକ ସୁବିଶାଳ ଗୋଷ୍ଠୀ ହିଁ ଏକ ମଜବୁତ ରାଷ୍ଟ୍ର ନିର୍ମାଣର ମୂଳ ପୁଞ୍ଜି । ତେଣୁ ଷ୍ଟୋରିମିରର ଉତ୍ତମ ସାହିତ୍ୟକୁ ପ୍ରୋତ୍ସାହନ ଦେବା ସହ ଏକ ମଜବୁତ ରାଷ୍ଟ୍ର ନିର୍ମାଣ ଦିଗରେ ଗୁଣାତ୍ମକ ବିଷୟ ସବୁକୁ ସମସ୍ତଙ୍କ ପାଇଁ ପଢ଼ିବାର ସୁଯୋଗ ସୃଷ୍ଟି କରିବାର ଅଭିପ୍ରାୟରେ ଏକ କ୍ଷୁଦ୍ର ପଦକ୍ଷେପ ଗ୍ରହଣ କରିଛି ।

ପ୍ରତିଦିନ ଷ୍ଟୋରିମିରର " ରିଡର ଅଫ ଦି ଡେ " ( Reader of the day ) ଘୋଷଣା କରିବ । କିଏ ଅଛନ୍ତି କି ? ଯିଏ ନିଜେ ପଢିବା ସହ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସାଜି ପାରିବେ ।

 

ନିମ୍ନଲିଖିତ ମାନକୁ ଆଧାର କରି " ରିଡର ଅଫ ଦି ଡେ " ଚୟନ କରାଯିବ :

  • ଗୋଟିଏ ଦିନରେ ପଢ଼ିଥିବା କିମ୍ବା ଶୁଣିଥିବା ବିଷୟର ସଂଖ୍ୟା
  • ଲାଇକ କରାଯାଇଥିବା ଆଉ ରେଟ କରାଯାଇଥିବା ସଂଖ୍ୟା
  • ବିଭିନ୍ନ ବିଷୟ ଉପରେ ପ୍ରଦାନ କରାଯାଇଥିବା ମତାମତ ସଂଖ୍ୟା
  • ଫୋରମ ଗତିବିଧି  (https://forum.storymirror.com)  - ପ୍ରଶ୍ନ ଯୋଡିବା, ପ୍ରଶ୍ନର ଉତ୍ତର ପ୍ରଦାନ କରିବା, ଭିଉସ ବା ଦେଖିବା  ଏବଂ ଲାଇକ କରିବା

 

" ରିଡର ଅଫ ଦି ଡେ " ନିମନ୍ତେ ପୁରସ୍କାର :

  • ଆମ ସାମାଜିକ ଗଣ ମଧ୍ୟରେ ଏକ ବିଶେଷ ଉଲ୍ଲେଖ ପ୍ରଦାନ କରାଯିବ । ଯେପରି କି - ଫେସବୁକ, ଇନଷ୍ଟାଗ୍ରାମ ଇତ୍ୟାଦିରେ ।
  • ଷ୍ଟୋରିମିରର shop ଭାଉଚର ( Storymirror shop voucher ) – ୨୫୦/- ଟଙ୍କା ( Rs -250/- )

ଏହାକୁ ( https://shop.storymirror.com/ ) ରେ ବ୍ୟବହାର କରି ଆପଣ ରିଡିମ କରିପାରିବେ ।

  • ଷ୍ଟୋରିମିରର ତରଫରୁ ମାନପତ୍ର ।

ଯୋଗାଯୋଗ କରନ୍ତୁ -marketing@storymirror.com / 022-49240082 / 022-4924388

ଶୁଭ ପଠନ...